Rahamaa College WADA Campaign

ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ

ମାନନୀୟ ପ୍ରଧାନମନ୍ତ୍ରୀଙ୍କ "ନିଶା ମୁକ୍ତ ଭାରତ ଅଭିଯାନ" କୁ ଦେଶରେ ସଫଳ ରୂପାୟନ ପାଇଁ ତା ୧୮.୧୧.୨୪ ରିଖରେ ସାରଳା ମହାବିଦ୍ୟାଳୟ ପରିସର, ରାହାମା ଠାରେ କଲେଜର ଛାତ୍ରଛତ୍ରୀ, ଅଧ୍ୟକ୍ଷ, ଆଇନିଜିବୀ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ "ଅବୈଧ ନିଶା ସେବନ…
“SAY NO TO DRUGS” ସଚେତନତା ଉଦ୍ଦେଶ୍ୟରେ ଏକ ସାଇକଲ ଶୋଭା ଯାତ୍ରା

“SAY NO TO DRUGS” ସଚେତନତା ଉଦ୍ଦେଶ୍ୟରେ ଏକ ସାଇକଲ ଶୋଭା ଯାତ୍ରା

ଅଗଷ୍ଟ ୧୪ ତାରିଖ ସକାଳ ୮ଘଟିକା ସମୟରେ ପାରାଦ୍ଵୀପ ନଗର ନୀଳଚକ୍ର ୟୁଥ୍ କ୍ଳବ୍ ଓ ବିବେକାନନ୍ଦ ୟୁଥ୍ କ୍ଳବ୍ ର ମିଳିତ ଉଦ୍ୟମରେ "ବାଣୀଧାରା" ସୃଷ୍ଟି WADA (We Against Drugs Abuse) ର "SAY NO TO DRUGS"…