Rahamaa College WADA Campaign

ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ

ମାନନୀୟ ପ୍ରଧାନମନ୍ତ୍ରୀଙ୍କ "ନିଶା ମୁକ୍ତ ଭାରତ ଅଭିଯାନ" କୁ ଦେଶରେ ସଫଳ ରୂପାୟନ ପାଇଁ ତା ୧୮.୧୧.୨୪ ରିଖରେ ସାରଳା ମହାବିଦ୍ୟାଳୟ ପରିସର, ରାହାମା ଠାରେ କଲେଜର ଛାତ୍ରଛତ୍ରୀ, ଅଧ୍ୟକ୍ଷ, ଆଇନିଜିବୀ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ "ଅବୈଧ ନିଶା ସେବନ…