Vaneedhara Charitable Trust https://vaneedhara.in सर्वे भवन्तु सुखिनः । सर्वे सन्तु निरामयाः Fri, 22 Nov 2024 15:06:23 +0000 en-US hourly 1 https://wordpress.org/?v=6.7.1 https://i0.wp.com/vaneedhara.in/wp-content/uploads/2024/11/Vaneedhara-Logo-copy-e1730994030707.png?fit=32%2C20&ssl=1 Vaneedhara Charitable Trust https://vaneedhara.in 32 32 230940574 ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ https://vaneedhara.in/2024/11/19/%e0%ac%a8%e0%ac%bf%e0%ac%b6%e0%ac%be-%e0%ac%ae%e0%ad%81%e0%ac%95%e0%ad%8d%e0%ac%a4-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%85%e0%ac%ad%e0%ac%bf%e0%ac%af%e0%ac%be%e0%ac%a8-%e0%ac%a8%e0%ac%bf/ https://vaneedhara.in/2024/11/19/%e0%ac%a8%e0%ac%bf%e0%ac%b6%e0%ac%be-%e0%ac%ae%e0%ad%81%e0%ac%95%e0%ad%8d%e0%ac%a4-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%85%e0%ac%ad%e0%ac%bf%e0%ac%af%e0%ac%be%e0%ac%a8-%e0%ac%a8%e0%ac%bf/#respond Tue, 19 Nov 2024 15:48:40 +0000 https://vaneedhara.in/?p=75 ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ନିଶା ମୁକ୍ତ ଭାରତ ଅଭିଯାନ” କୁ ଦେଶରେ ସଫଳ ରୂପାୟନ ପାଇଁ ତା ୧୮.୧୧.୨୪ ରିଖରେ ସାରଳା ମହାବିଦ୍ୟାଳୟ ପରିସର, ରାହାମା ଠାରେ କଲେଜର ଛାତ୍ରଛତ୍ରୀ, ଅଧ୍ୟକ୍ଷ, ଆଇନିଜିବୀ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ “ଅବୈଧ ନିଶା ସେବନ ରୋକିବାରେ ଛାତ୍ର ସମାଜର ଭୂମିକା” ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ କଲେଜର ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରୁଥିବା ବେଳେ, ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ, ନବୋଦ୍ୟୋୟ ବିଦ୍ୟାଳୟ ରାହାମା, ମୁଖ୍ୟ ଅତିଥି, ବାଣିଧାର ଅଧ୍ୟକ୍ଷ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, କୁଜଙ୍ଗ ଉପ କାରାଗାରର ଅଧ୍ୟକ୍ଷ ଶ୍ରୀ ଇନ୍ଦ୍ରଜିତ ବିଶ୍ଵାଳ ଅତିଥି ଭାବେ ଭାଗ ଦେଇଥିଲେ। ରାଷ୍ଟ୍ରର ଭବିଷ୍ୟତ ଗଢ଼ିବାକୁ ଛାତ୍ର ଓ ଯୁବ ବର୍ଗର ପ୍ରମୁଖ ଭୂମିକା ଅଛି, ଏଥି ପାଇଁ ଛାତ୍ର ସମାଜ ଏଭଳି ଭୟଙ୍କର ଷଡ଼ଯନ୍ତ୍ରରୁ ଦେଶକୁ ରକ୍ଷା କରିବାକୁ ଜାଗ୍ରତ ହୁଅନ୍ତୁ ବୋଲି ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବାଣୀଧାରାର ସଦସ୍ୟ ମାନେ କାର୍ଯକ୍ରମ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶ୍ରୀ କରୁଣାକର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ଗତିକୃଷ୍ନ ଶତପଥି ସଭା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଉପରୋକ୍ତ ବିଷୟରେ ନିଜ ନିଜର ଭୂମିକା ବିଷୟରେ ମତ ରଖି ,ପ୍ରଶଂସାର ପାତ୍ର ସାଜିଥିଲେ।

ଖବର ରେ…

https://www.facebook.com/share/v/buSo8MJ1exW5pGQA
]]>
https://vaneedhara.in/2024/11/19/%e0%ac%a8%e0%ac%bf%e0%ac%b6%e0%ac%be-%e0%ac%ae%e0%ad%81%e0%ac%95%e0%ad%8d%e0%ac%a4-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%85%e0%ac%ad%e0%ac%bf%e0%ac%af%e0%ac%be%e0%ac%a8-%e0%ac%a8%e0%ac%bf/feed/ 0 75
“SAY NO TO DRUGS” ସଚେତନତା ଉଦ୍ଦେଶ୍ୟରେ ଏକ ସାଇକଲ ଶୋଭା ଯାତ୍ରା https://vaneedhara.in/2023/08/15/say-no-to-drugs-awareness14aug2023/ https://vaneedhara.in/2023/08/15/say-no-to-drugs-awareness14aug2023/#respond Tue, 15 Aug 2023 01:36:43 +0000 http://vaneedhara.in/?p=55 ଅଗଷ୍ଟ ୧୪ ତାରିଖ ସକାଳ ୮ଘଟିକା ସମୟରେ ପାରାଦ୍ଵୀପ ନଗର ନୀଳଚକ୍ର ୟୁଥ୍ କ୍ଳବ୍ ଓ ବିବେକାନନ୍ଦ ୟୁଥ୍ କ୍ଳବ୍ ର ମିଳିତ ଉଦ୍ୟମରେ “ବାଣୀଧାରା” ସୃଷ୍ଟି WADA (We Against Drugs Abuse) ର “SAY NO TO DRUGS” ସଚେତନତା ଉଦ୍ଦେଶ୍ୟରେ ଏକ ସାଇକଲ ଶୋଭା ଯାତ୍ରା ହୋଇ ଅଛି । ସମସ୍ତ ଶୁଭେଚ୍ଛୁ ଏବଂ କ୍ରାନ୍ତିକାରୀ ମାନଙ୍କୁ ଧନ୍ୟବାଦ ୲ ସ୍ଥାନୀୟ କାଉନସିଲରଙ୍କ ପ୍ରତିନିଧି ସମିର କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବାଣୀଧାରା ଟ୍ରଷ୍ଟ ର ପରିଚାଳନା ସଦସ୍ୟ ଆଇନଜୀବି ଗତିକୃଷ୍ନ ଶତପଥି ଯୋଗଦେଇ ଏହାର ଉଦେଶ୍ୟ ସହିତ ଏ ଅଞ୍ଚଳର ଯୁବକ ଓ ଛାତ୍ର ଛାତ୍ରୀଙ୍କ ଅନୈତିକ ନିଶା ବିରୋଧରେ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ବିବେକାନନ୍ଦ ୟୁଥ୍ କ୍ଳବ୍ ର ସଭାପତି ଜଗନ୍ନାଥ ହାଲଦାର୍, ଅଜୟ ମିସ୍ତ୍ରୀ (ଉପସଭାପତି) ସାନୁଜ ବଳିୟାରସିଂ, ଏବଂ ନୀଳଚକ୍ର ୟୁଥ୍ କ୍ଲବ୍ ର ସଭାପତି ଦେବ ମଣ୍ଡଳ, ବିଶ୍ବଭୂଷଣ ରାଉତରାୟ, ରାକେଶ ସାହୁ, ପ୍ରକାଶ ବାରିକ ପ୍ରଭୃତି ଶୋଭାଯାତ୍ରାରେ ନେତୃତ୍ୱ ନେଇଥିବା ବେଳେ ଅନେକ ଯୁବକ ଓ ସ୍କୁଲ୍ ଛାତ୍ର ମାନେ ଏହାକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଅଠରବାଙ୍କି ବିଜୁ ପଟ୍ଟନାୟକ ଉଦ୍ୟାନରେ ଏକ ପଥପ୍ରାନ୍ତ ସଭା ଆୟୋଜନ ପରେ, ଏହାକୁ ସମାରୋପ କରାଯାଇଥିଲା ୲

]]>
https://vaneedhara.in/2023/08/15/say-no-to-drugs-awareness14aug2023/feed/ 0 55
Awareness Campaign against Drug Abuse at SVM Autonomous College https://vaneedhara.in/2023/08/06/awareness-campaign-against-drug-abuse-at-svm-autonomous-college/ https://vaneedhara.in/2023/08/06/awareness-campaign-against-drug-abuse-at-svm-autonomous-college/#respond Sun, 06 Aug 2023 16:37:51 +0000 https://vaneedhara.in/?p=47 https://vaneedhara.in/2023/08/06/awareness-campaign-against-drug-abuse-at-svm-autonomous-college/feed/ 0 47 Cycle Rally at Paradip :: Against Drug Abuse https://vaneedhara.in/2023/08/06/cycle-rally-at-paradip-against-drug-abuse/ https://vaneedhara.in/2023/08/06/cycle-rally-at-paradip-against-drug-abuse/#respond Sun, 06 Aug 2023 16:35:18 +0000 https://vaneedhara.in/?p=45 https://vaneedhara.in/2023/08/06/cycle-rally-at-paradip-against-drug-abuse/feed/ 0 45 Welcome!!! https://vaneedhara.in/2023/08/06/hello-world/ https://vaneedhara.in/2023/08/06/hello-world/#respond Sun, 06 Aug 2023 13:23:02 +0000 http://vaneedhara.in/?p=1 Welcome to Vaneedhara Charitable Trust!

]]>
https://vaneedhara.in/2023/08/06/hello-world/feed/ 0 1